29.1 C
Bhubaneswar
Wednesday, April 24, 2024
Homeଓଡିଶାଷ୍ଟେସନ ଓ ବିମାନ ବନ୍ଦର ଗଲେ ପାସ ଦରକାର ନାହିଁ

ଷ୍ଟେସନ ଓ ବିମାନ ବନ୍ଦର ଗଲେ ପାସ ଦରକାର ନାହିଁ

ଭୁବନେଶ୍ୱର: ଏବେ ଷ୍ଟେସନ କିମ୍ବା ବିମାନ ବନ୍ଦର ଗଲେ ପାସ ଦରକାର ନାହିଁ । ଷ୍ଟେସନ ଓ ବିମାନବନ୍ଦରକୁ ଆସୁଥିବା ଗାଡିକୁ କୌଣସି ପ୍ରକାର ପାସ ଦରକାନ ହେବନି ବୋଲି ସୂଚନା ଦିଆଯାଇଛି । ପାସେଞ୍ଜରଙ୍କୁ ନେବା ପାଇଁ ଆସୁଥିବା ଗାଡି ଗୁଡିକ ଆସିଲେ ପାସ ସାଙ୍ଗରେ ଆଣିବା ଆବଶ୍ୟକ ନାହିଁ । ଏପରିକି ରାତି ୭ଟା ପରେ ଆସିଲେ ବି ପାସ ଆବଶ୍ୟକ ନାହିଁ । ଏହାକୁ ଛାଡି ଅଳ୍ପ ପାସେଞ୍ଜର ଆସିବା ଉପରେ କେବଳ ଧ୍ୟାନ ଦିଆଯିବ । ଫେରିଲା ବେଳେ ଗହଳି ନକରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ।
https://onakhabar.com/2020/05/14/heat-wave-odisha-7-city-above-40-degree-celcius/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking