ଆଉ ଚାଲିବନି ଅନଲାଇନ୍ କ୍ୟାବ୍: ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

ନୂଆଦିଲ୍ଲୀ: ଅନଲାଇନ୍ କ୍ୟାବ୍ କମ୍ପାନିଙ୍କ ମନମାନିରେ ଲାଗିଲା ଅଙ୍କୁଶ । ବିନା ଲାଇସେନ୍ସରେ ରାଜ୍ୟରେ କରିପାରିବେନି ବ୍ୟବସାୟ । ପରିବହନ ବିଭାଗ ପାଖରେ ରହିବ ଗାଡ଼ି ଚାଳକଙ୍କ ତଥ୍ୟ । ଅଭିଯୋଗ ପାଇଁ ରଖିବେ ୨୪ ଘଣ୍ଟିଆ କଲ୍ ସେଣ୍ଟର । ସରକାରଙ୍କ ସ୍କାନରରେ ରହିବେ ଓଲା, ଉବର, ରାପିଡୋ, ଓଡିକ୍ୟାବ୍ ଭଳି ଅନ୍ଲାଇନ୍ କ୍ୟାବ୍ । ସେବା ପ୍ରଦାନକାରୀ ସଂସ୍ଥା। ବ୍ୟବସାୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ- STA ଠାରୁ ନେବେ ଲାଇସେନ୍ସ । ଏଥିପାଇଁ … Continue reading ଆଉ ଚାଲିବନି ଅନଲାଇନ୍ କ୍ୟାବ୍: ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ