27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୀପାବଳୀରେ ଗୁଲଶନ୍ ଗ୍ରୋଭରଙ୍କ ଡବଲ ଧମାକା

ଦୀପାବଳୀରେ ଗୁଲଶନ୍ ଗ୍ରୋଭରଙ୍କ ଡବଲ ଧମାକା

ମୁମ୍ବାଇ : ଗୁଲଶନ ଗ୍ରୋଭରଙ୍କ ଦ୍ୱାରା ଅଭିନୀତ ଦୁଇଟି ଫିଲ୍ମ ଦୀପାବଳୀ ଅବସରରେ ତଥା ନଭେମ୍ବର ୫ ରେ ରିଲିଜ୍ ହେବ । ପ୍ରଥମି ଧ୍ରୁବ ବର୍ମାଙ୍କ ଫିଲ୍ମ ‘ନୋ ମିନ୍ସ ନୋ’ ଏବଂ ଦ୍ୱିତୀୟଟି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ।

ଫିଲ୍ମ ଇଣ୍ଡଷ୍ଟ୍ରୀ ଦୀର୍ଘ ଦିନ ଧରି କାମ କରୁଛନ୍ତି ଗଲଶନ ଗ୍ରୋଭର । ଗୁଲଶନ ଗ୍ରୋଭରଙ୍କ ଅନୁସାରେ, ଫିଲ୍ମ ‘ନୋ ମିନ୍ସ ନୋ’ ର ସୁଟିଙ୍ଗ ପୋଲାଣ୍ଡର ବରଫ ଚାଦର ଢଙ୍ଖା ପାହାଡ ଉପରେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ହୋଇଛି । ଏହି ସ୍ଥାନ ବିଶ୍ୱର ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ।

ସୂଚନାଯୋଗ୍ୟ, ଗୁଲଶନ ଗ୍ରୋଭର କେବଳ ବଲିଉଡ ଏବଂ ହଲିଉଡରେ ଅଭିନୟର ଯାଦୁ ଦେଖାଇ ନାହାନ୍ତି ବରଂ ସେ ଇରାନୀ, ମଲେଶିୟନ, ଫ୍ରେଞ୍ଚ, ଅଷ୍ଟ୍ରେଲିୟନ, ଜର୍ମାନ ଏବଂ ଇଟାଲିକ ସମେତ ଅଲଗା ଅଲଗା ଭାଷାରେ ଫିଲ୍ମ କରି ସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking