30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପଶ୍ଚିମବଙ୍ଗରେ ନିରାଡମ୍ବର ଦୁର୍ଗାପୂଜା

ପଶ୍ଚିମବଙ୍ଗରେ ନିରାଡମ୍ବର ଦୁର୍ଗାପୂଜା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଳନ ନେଇ ଆସିଛି ଏକ ବଡ଼ ଖବର । ରେଡ୍ ରୋଡ୍‌ରେ ପାଳନ ହେବନି ଦୁର୍ଗାପୂଜା କାର୍ଣ୍ଣିଭାଲ । ଆସନ୍ତା ୨୬ ରୁ ୩୦ ମଧ୍ୟରେ ହେବାକୁ ଥିବାକୁ ଥିବା ଦୁର୍ଗାପୂଜା କାର୍ଣ୍ଣିଭାଲ ହେବନି । ଦୁର୍ଗାପୂଜା କାର୍ଣ୍ଣଭାଲ ପାଳନ ନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ଦୁର୍ଗା ପୂଜା କାର୍ଣ୍ଣିଭାଲ୍ ନିରାଡମ୍ବର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମା’ ଦୁର୍ଗାଙ୍କ ପୂଜା ହେବ; ମାତ୍ର ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ ହେବନି । ଦୁର୍ଗା ମଣ୍ଡପରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଚତୁଃପାଶ୍ୱର୍ ଖୋଲା ମଣ୍ଡପକୁ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ମଣ୍ଡପରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବେ, ସାନିଟାଇଜ୍ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking