28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସ୍ଥଗିତ ରହିଲା ଏନଏମଏ ଅଧିନିୟମ ଚିଠା

ସ୍ଥଗିତ ରହିଲା ଏନଏମଏ ଅଧିନିୟମ ଚିଠା

ଭୁବନେଶ୍ୱର: ବହୁ ବାଦବିବାଦ ପରେ ପ୍ରସ୍ତାବିତ ଏତିହ୍ୟ ବାଇ ଲ ସ୍ଥଗିତ ହୋଇଛି । ଏହି ବାଇ ଲ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । କେବଳ ଶ୍ରୀମନ୍ଦିର ନୁହେଁ , ସାରା ଓଡିଶା ପାଇଁ ଜାତୀୟ ଏତିହ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବିତ ବାଇ ଲ ସ୍ଥଗିତ ରଖାଯାଇଛି । ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲ । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ସବୁ ବର୍ଗ ସହିତ ଆଲୋଚନା କରିବା ପରେ ହିଁ ସେମାନଙ୍କ ମତାମତ ନେବା ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ। ଏ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଶ୍ରୀମନ୍ଦିର ଓ ଏକାମ୍ରକ୍ଷତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏନଏମଏ ପ୍ରସ୍ତାବିତ ବାଇ ଲ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking