28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆଇନ ଅନୁଯାୟୀ ଉନ୍ନତିକରଣ କରାଯାଉ

ଆଇନ ଅନୁଯାୟୀ ଉନ୍ନତିକରଣ କରାଯାଉ

ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉନ୍ନତିକରଣ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଇନ ଅନୁଯାୟୀ ଉନ୍ନତିକରଣ କରାଯାଉ ବୋଲି ସେ କହିଛନ୍ତି । ଏନଏମଏ, ଏଏସଆଇ ଗାଇଡଲାଇନ ମାନି ଉନ୍ନତିମୂଳକ କାର୍ଯ୍ୟ କରାଯାଉ । ସେବାୟତଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଉ । ରଘୁନନ୍ଦନ ଲାଇବ୍ରେରୀର ପୁନରୁଦ୍ଧାର ପାଇଁ ସରକାର କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking