38.8 C
Bhubaneswar
Friday, April 19, 2024
Homeଓଡିଶାନିତ୍ୟାନନ୍ଦ ପାଇବେ ଶାରଳା ପୁରସ୍କାର

ନିତ୍ୟାନନ୍ଦ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି । ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର । କବିତା ସଙ୍କଳନ ‘ସେତେବେଳେକୁ ନଥିବ’ ପାଇଁ ତାଙ୍କୁ ପୁରସ୍କୃତ କରାଯିବ । ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ଦିଆଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking