ଓଡିଶା ଆସିବେ ନୀତିଶ କୁମାର !

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଓଡିଶା ଆସିପାରନ୍ତି ନୀତିଶ କୁମାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା ଜୋର ଧରିଛି । ନବୀନ-ନୀତିଶ ଭେଟ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନାବାଳିକା ଦୁଷ୍କର୍ମ ମାମଲା; ୯ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ