ନୀତିଶ ଜେଡିୟୁ ବିଧାୟକ ଦଳ ନେତା

ବିହାର: ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତିଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତିଶ ନେତା ନିର୍ବାଚିତ। ଆଜି ପାଟନାରେ ଦଳୀୟ ବିଧାୟକମାନଙ୍କ ଏକ ଆଭ୍ୟନ୍ତରୀଣ ବୈଠକ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ନୀତିଶ କୁମାର ସନ୍ଧ୍ୟାରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିବେ। କାଲି ଦିନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଶପଥ … Continue reading ନୀତିଶ ଜେଡିୟୁ ବିଧାୟକ ଦଳ ନେତା