40.1 C
Bhubaneswar
Thursday, April 25, 2024
Homeଅପରାଧନିର୍ଭୟା ମାମଲା : ୧୧ତାରିଖକୁ ରହିଲା ଶୁଣାଣି

ନିର୍ଭୟା ମାମଲା : ୧୧ତାରିଖକୁ ରହିଲା ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଶୁଣାଣି ୧୧କୁ ଘୁଞ୍ଚିଲା । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଥିବା ଶୁଣାଣିକୁ ଫେବୃଆରୀ ୧୧ତାରିଖକୁ ରହିଲା । ଶୁଣାଣି ଘୁଞ୍ଚାଇବା ସହ ୪ ଦୋଷୀଙ୍କୁ ନୋଟିସ କଲେ କୋର୍ଟ । କେନ୍ଦ୍ରର ଚ୍ୟାଲେଞ୍ଜର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରସରକାର । ଅଲଗା ଅଲଗା ଫାଶି ଦିଆନଯିବା ରାୟକୁ ଚ୍ୟାଲେଞ୍ଜ କରିଥିଲେ ।
https://onakhabar.com/2020/02/07/nirbhaya-case-6/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking