27.1 C
Bhubaneswar
Saturday, November 23, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା: ମୁକେଶର ରାଜକ୍ଷମା ଖାରଜ

ନିର୍ଭୟା ଗଣଦୁଷ୍କର୍ମ ମାମଲା: ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲରର ଅଭିଯୁକ୍ତ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା। ମୁକେଶର ଆବେଦନ କୁ ଗୃହ ମନ୍ତ୍ରାଳୟ ଆଜି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି। ତେବେ ଗୃହ ମନ୍ତ୍ରାଳୟ ଏହି ସୁପାରିଶ କୁ ଖାରଜ କରି ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାୟମ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲେ। ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀ ଅଦାଲତର ଜଣେ ବିଚାରପତି ଆଦେଶ ଦେଇଥିଲେ। କ୍ଷମା ଆବେଦନ ଯୋଗୁଁ ଚାରି ଦୋଷୀଙ୍କୁ ଫାଶୀ ଦେବା ନିର୍ଦ୍ଧାରିତ ହୋଇଥିବା ସମୟରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking