29.1 C
Bhubaneswar
Wednesday, April 24, 2024
Homeଅପରାଧଆସନ୍ତା କାଲି ସକାଳେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ଆସନ୍ତା କାଲି ସକାଳେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ନୂଆଦିଲ୍ଲୀ:  ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଆସନ୍ତାକାଲି ସକାଳେ ହୋଇପାରେ ଫାଶୀ । କାରଣ ଫାଶୀ ତାରିଖ ଘୁଂଚାଇବାକୁ ଆବେଦନ ହୋଇଥିବା ବେଳେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଘୁଂଚାଇବାକୁ ମନା କରିଦେଇଛନ୍ତି । ଆସନ୍ତାକାଲି ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ ଆବେଦନ କରିଥିଲା । ପରେ ଏବେ ସେ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଛି । ମାତ୍ର ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଫାଶୀ ତାରିଖ ଘୁଂଚାଇବାକୁ ମନା କରିଦେଇଛନ୍ତି ।
https://onakhabar.com/2020/03/02/pawans-curative-petition-dismissed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking