30.1 C
Bhubaneswar
Wednesday, April 24, 2024
Homeଅପରାଧନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ

ନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍ କୋର୍ଟରେ ଆବେଦନ କରିଥିବା  ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ । ସେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲା । ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଥିଲା ପବନ ଗୁପ୍ତା ।ଫାଶୀ ଟାଳିବାକୁ ସେ ଏଭଳି ପ୍ରୟାସ କରିଥିବା କୁହାଯାଉଛି ।କିନ୍ତୁ ପରିଶେଷରେ ପବନ ର  ପିଟିସନ୍ କୁ ଖାରଜ କରାଯାଇଛି ।
https://onakhabar.com/2020/01/31/nirbhaya-rape-case-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking