27.1 C
Bhubaneswar
Thursday, April 25, 2024
Homeଅପରାଧନିର୍ଭୟା ଦୋଷୀଙ୍କୁ ୨୦ରେ ଦିଆଯିବ ଫାଶୀ

ନିର୍ଭୟା ଦୋଷୀଙ୍କୁ ୨୦ରେ ଦିଆଯିବ ଫାଶୀ

ନୂଆଦିଲ୍ଲୀ: ବାରମ୍ବାର ଫାଶୀରୁ ବର୍ତି ଯାଉଥିବା ନିର୍ଭୟା ଦୋଷୀଙ୍କ ପାଇଁ ଆଜି ପୁଣି ନୂଆ ଡେଥ୍ ଓାର୍‌ଂଟ ଜାରି ହୋଇଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହି ଡେଥ ଓାଂରେଟ ଜାରି କରିଛନ୍ତି । ତେବେ ମାର୍ଚ୍ଚ ୨୦ରେ ସେମାନଙ୍କୁ ଫାଶୀରେ ଝୁଲାଯିବ ବୋଲି ସୂଚନା ମିଳିଛି । ଏବେ ସମସ୍ତ ଦୋଷୀଙ୍କ ପାଖରେ ସବୁ ବିକଳ୍ପ ସରିଛି । ସେଥିପାଇଁ ଘୋଷଣା ହୋଇଥିବା ଫାଶୀ ତାରିଖ ସେମାନଙ୍କ ପାଇଁ ସତ ହେବ । ଆଉ ନିର୍ଭୟାଙ୍କୁ ମିଳିବ ନ୍ୟାୟ । ପୂର୍ବରୁ ତିନି ଥର ଡେଥ୍ ଓାଂରେଟ ଜାରି ହୋଇଥିଲେ ବି ବିଭିନ୍ନ ବାହାନା ଦେଖାଇ ଦୋଷୀମାନେ ଏଥିରୁ ରକ୍ଷା ପାଇଯାଉଥିଲେ । ହେଲେ ଏବେ ଏହା ଆଉ ସମ୍ଭବ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ମାର୍ଚ୍ଚ ୨୦ ତାରିଖ ସକାଳ ୬ଟାରେ ସେମାନଙ୍କୁ ଫାଶୀରେ ଝୁଲାଯିବ ବୋଲି ସୂଚନା ମିଳିଛି ।
https://onakhabar.com/2020/03/05/epfo-interest-rate-reduction-by-central-government/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking