27.1 C
Bhubaneswar
Thursday, April 25, 2024
Homeଓଡିଶାରାତି୯ରୁ ସକାଳ ୫ ଯାଏଁ ଅଣଅତ୍ୟାବଶ୍ୟକ ସେବା ବନ୍ଦ

ରାତି୯ରୁ ସକାଳ ୫ ଯାଏଁ ଅଣଅତ୍ୟାବଶ୍ୟକ ସେବା ବନ୍ଦ

ଭୁବନେଶ୍ୱର: ରାତ୍ରକାଳୀନ କର୍ଫ୍ୟୁ କଡାକଡି ପାଳନ ନେଇ ପୋଲିସ କମିଶନର କଡା ନିର୍ଦ୍ଦେଶ ଦେଇଛନ୍ତି । କଟକ-ଭୁବନେଶ୍ୱର ଦୈତ୍ୟ ନଗରୀରେ ଏହା କଡାକଡି ଭାବେ ପାଳନ କରାଯିବ । ରାତି ୯ରୁ ସକାଳ ୫ ଯାଏ ଅଣଅତ୍ୟାବଶ୍ୟକ କାର୍ଯ୍ୟ ବାରଣ କରାଯାଇଛି । ଏହି ସମୟ ମଧ୍ୟରେ ଘରୁ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଘରୁ ବାହାରନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଗତକାଲିଠୁ ଦେଶ ସମେତ ରାଜ୍ୟରେ ଅନଲକ ୨.୦ ଆରମ୍ଭ ହୋଇଛି । ଏଥିରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କରିଥିବା ବେଳେ ଅତ୍ୟନ୍ତ ସଂକ୍ରମିତ ହୋଇଥିବା ୧୦ ଜିଲ୍ଲାରେ ପୂର୍ବପରି ସପ୍ତାହରେ ଦୁଇ ଦିନିଆ ସଟ ଡାଉନ ବଳବତ୍ତର ରହିବ ବୋଲି ସୂଚନା ରହିଛି ।

୨ଟି କ୍ୱାରେଣ୍ଟିନ କେନ୍ଦ୍ରରୁ ୧୫ ପଜିଟିଭ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking