26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପ୍ରବାସୀଙ୍କୁ ହତ୍ୟା ; ଏନ୍ ଏଚ୍ ରୋକିଲେ

ପ୍ରବାସୀଙ୍କୁ ହତ୍ୟା ; ଏନ୍ ଏଚ୍ ରୋକିଲେ

କାମାକ୍ଷାନଗର : ପ୍ରବାସୀଙ୍କୁ ହତ୍ୟା ଅଭିଯୋଗରେ ଏନ୍‌ଏଚ୍ ୫୩କୁ ଅବରୋଧ କରିଛନ୍ତି । ଢେଙ୍କାନାଳ ପର୍ଜଙ୍ଗ ଥାନା ବଡ଼ଝରା ପାଖରେ ଏନଏଚ ରୋକିଲେ ପରିବାର ଲୋକେ । ହାଇଦ୍ରାବାଦରେ କାର୍ଯ୍ୟରତ ବଡ଼ଝରା ଗାଁର ଯୁବକଙ୍କ ବଡ଼ଜରା ଗାଁର ଯୁବକଙ୍କ ମୃତ୍ୟୁ ହୋଇଥିଲା ।ହାଇଦ୍ରାବାଦରେ କାର୍ଯ୍ୟରତ ବଡ଼ଝରା ଗାଁର ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ହାଇଦ୍ରାବାଦରୁ ଯୁବକଙ୍କ ମୃତ ଦେହ ଆସିବା ପରେ ଆମ୍ବୁଲାନ୍ସ ଅଟକାଇଲେ ।ଏହି ଘଟଣାରେ ପର୍ଜଙ୍ଗ ଥାନାରେ ଜଣଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ମୃତଦେହ ଜବତ କରଛିି ପୋଲିସ । ଏହି ଘଟଣାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking