34.1 C
Bhubaneswar
Friday, March 29, 2024
Homeଓଡିଶାଦୁର୍ଘଟଣା ରୋକିବାକୁ ଏନଏଚରେ ସିସିଟିଭି

ଦୁର୍ଘଟଣା ରୋକିବାକୁ ଏନଏଚରେ ସିସିଟିଭି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଏହି ଦୁର୍ଘଟଣା ରୋକିବା ପାଇଁ ପରିବହନ ମନ୍ତ୍ରୀ ଏକ ପଦକ୍ଷେପ ନେଇଛନ୍ତି । ଦୁର୍ଘଟଣା କମାଇବାକୁ ଏଣିକି ଏନଏଚରେ ଲାଗିବ ସିସିଟିଭି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଗିରିସୋଲାରୁ ପୁଇଁତୁଲା ଯାଏଁ ସିସିଟିଭି ଲାଗିବ । ଏନଏଚର ୫୨କିମି ଯାଏଁ ସିସିଟିଭି ଲଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
https://onakhabar.com/2020/01/02/accident-2-dead-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking