13.1 C
Bhubaneswar
Sunday, December 7, 2025
Homeଓଡିଶାବାରିପଦା ମେଡିକାଲରୁ ନବଜାତ ଶିଶୁ ଚୋରି

ବାରିପଦା ମେଡିକାଲରୁ ନବଜାତ ଶିଶୁ ଚୋରି

ବାରିପଦା: ବାରିପଦା ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି । ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି । ଟୀକା ଦେବା ନାଁ ରେ କିଛି ବ୍ୟକ୍ତି ଶିଶୁକୁ ନେଇ ଆଉ ଫେରି ନଥିଲେ । ଏନେଇ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ମେଡିକାଲରେ ନବଜାତ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking