23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଡିସେମ୍ବର ୧୦ରେ ସଂସଦ ଭବନ ପୂଜା

ଡିସେମ୍ବର ୧୦ରେ ସଂସଦ ଭବନ ପୂଜା

ନୂଆଦିଲ୍ଲୀ: ଡିସେମ୍ବର ୧୦ରେ ନୂଆ ସଂସଦ ଭବନ ଭୂମି ପୂଜନ ଅନୁଷ୍ଠିତ ହେବ । ଦିନ ଗୋଟାଏରେ ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜା ସଂପର୍କରେ ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସରକାର ନୂତନ ଭବନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ଏହି ନିମନ୍ତ୍ରଣ ପତ୍ର ଦେଇଥିବା ସୂଚନା ମିଳିଛି । ନୂତନ ଭବନ ପାଇଁ ୨୦୨୪ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ନୂତନ ଭବନ ପାଇଁ ୨୦୨୪ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂସଦ ଭବନ ନିର୍ମାଣରେ ପାଖାପାଖି ୮୫୦ କୋଟି ଟଙ୍କା ବ୍ୟୟ ହେବ। ଏହି ସଂସଦ ଭବନ ବର୍ତ୍ତମାନର ସଂସଦ ଭବନ ପରିସରରେ ହିଁ ନିର୍ମାଣ କରାଯିବ। ୨୦୨୨ରେ ସ୍ୱାଧୀନତାକୁ ୭୫ ବର୍ଷ ପୁରୁଥିବାରୁ ନୂଆ ଭବନର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking