27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗାଲାକ୍ସି ଏ୫୨ଏସ ୫ଜି ସ୍ମାର୍ଟଫୋନର ନୂତନ କଲର ଭ୍ୟାରିଏଣ୍ଟ ଲଞ୍ଚ କଲା ସାମସଙ୍ଗ

ଗାଲାକ୍ସି ଏ୫୨ଏସ ୫ଜି ସ୍ମାର୍ଟଫୋନର ନୂତନ କଲର ଭ୍ୟାରିଏଣ୍ଟ ଲଞ୍ଚ କଲା ସାମସଙ୍ଗ

ନୂଆଦିଲ୍ଲୀ : ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ତାର ଲାଟେଷ୍ଟ ସ୍ମାର୍ଟଫୋନ ଗାଲାକ୍ସି ଏ୫୨ଏସ ୫ଜି ର ନୂତନ କଲର ଭ୍ୟାରିଏଣ୍ଟ ଲଞ୍ଚ କରିଛି । ଏହି ଫୋନଟି ୫ଜି କନେକ୍ଟିଭିଟି ସପୋର୍ଟ ସହିତ ଏଥିରେ ଏଣ୍ଡ୍ରୋଏଡ ୧୧ ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରିହେବ ।

ଯଦି ଦାମ୍ କଥା କହିବା ତେବେ ସାମସଙ୍ଗ ଗାଲାକ୍ସି ଏ୫୨ଏସ ୫ଜି ର ନୂତନ ଔସମ ମିଣ୍ଟ କଲରର ୮ଜିବି ର୍ୟାମ ଏବଂ ୨୫୬ ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍ ୩୭,୯୯୯ ଟଙ୍କା ରଖାଯାଇଛି । ଏହାପୂର୍ବରୁ ଏହି ଫୋନକୁ ୬ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଏଣ୍ଟକୁ ଅଣାଯାଇଥିଲା, ଯାହାର ଦାମ୍ ଥିଲା ୩୫,୯୯୯ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking