କଂଗ୍ରେସକୁ କଦାପି ବିଶ୍ବାସ ନାହିଁ : ମୋଦୀ

ନୂଆଦିଲ୍ଲୀ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ମାମଲାରେ ନୂଆ ଖୁଲାସା ପରେ ନିର୍ବାଚନୀ ଋତୁରେ ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର୍ ହେବାରେ ଲାଗିଛି। ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯାହା ଦ୍ବାରା କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯିବ। ଏହି ଚୁକ୍ତିରେ ଭାରତ ଦ୍ୱୀପର ମାଲିକାନା ନେଇ ପଡୋଶୀ ଦେଶର ଦାବିକୁ ଗ୍ରହଣ କରିଥିଲା ​। ନୂତନ ତଥ୍ୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Continue reading କଂଗ୍ରେସକୁ କଦାପି ବିଶ୍ବାସ ନାହିଁ : ମୋଦୀ