ବାହାରିଲା ନିଟ୍‌ ପିଜି ରେଜଲ୍ଟ

ନୂଆଦିଲ୍ଲୀ : ନେସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍‌ସ ଇନ ମେଡିକାଲ ସାଇନ୍‌ସେସ୍‌ (ଏନବିଇଏମଏସ) ପକ୍ଷରୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍‌) ପିଜି (ସ୍ନାତକୋତ୍ତର) ଫଳାଫଳ ଶନିବାର ପ୍ରକାଶ ପାଇଛି। ବୋର୍ଡର ଓ୍ବେବସାଇଟ natboard.edu.in କୁ ଯାଇ ଛାତ୍ରଛାତ୍ରୀମାନେ ଫଳାଫଳ ଯାଞ୍ଚ କରିପାରିବେ। ଏମଡି/ଏମଏସ/ଡିଏନବି/ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୧୧ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଇଥିଲା। ନାମଲେଖା ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସର୍ବନିମ୍ନ କ୍ଵାଲିଫାଇଂ ମାର୍କ ଘୋଷଣା କରାଯାଇଛି। ସାଧାରଣ … Continue reading ବାହାରିଲା ନିଟ୍‌ ପିଜି ରେଜଲ୍ଟ