15.1 C
Bhubaneswar
Monday, December 8, 2025
Homeଓଡିଶାଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ:  କିଟର ସ୍ପଷ୍ଟୀକରଣ

ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ:  କିଟର ସ୍ପଷ୍ଟୀକରଣ

ଭୁବନେଶ୍ୱର: ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ କିଟ କର୍ତ୍ତୁପକ୍ଷ ଦୁଃଖପ୍ରକାଶ କରିଛନ୍ତି ।  ପ୍ରେସ ରିଲିଜ ଜାରି କରି ଦୁଃଖ ପ୍ରକାଶ ସହ ସ୍ପଷ୍ଟୀକରଣ ରଖିଛି କିଟ । କହିଛନ୍ତି, ଘଟଣା ପରେ ହଷ୍ଟେଲ କର୍ତ୍ତୁପକ୍ଷ ତୁରନ୍ତ ସ୍ଥାନୟ ପୋଲିସକୁ  ଜଣାଇଥିଲେ ।  ପୋଲିସ ତୁରନ୍ତ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି କିମ୍ସ ନେଇଥିଲା । କିମ୍ସ ରେ ଛାତ୍ରୀଙ୍କୁ ମୃତ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ପ୍ରକ୍ରିୟା  ପାଇଁ ମୃତଦେହ ଏମ୍ସ ନିଆଯାଇଥିଲା ।  ବରିଷ୍ଠ ପୋଲିସ ଅଧିକାର ପହଞ୍ଚି ଘଟଣାର ସଦନ୍ତ ଆରମ୍ଭ କରିଥିଲେ ।  କିଟ କର୍ତ୍ତୁପକ୍ଷ ଛାତ୍ରୀଙ୍କ ପରିବାରକୁ ଜଣାଇବା ସହ ତଦନ୍ତରେ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking