37.2 C
Bhubaneswar
Friday, April 19, 2024
Homeକରୋନାଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଆଣିବାକୁ ପଡିବ ଆରଟି ପିସିଆର ନେଗେଟିଭ ରିପୋର୍ଟ

ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଆଣିବାକୁ ପଡିବ ଆରଟି ପିସିଆର ନେଗେଟିଭ ରିପୋର୍ଟ

ଗୁଜୁରାଟ: ଦେଶରେ ପୁଣି ଥରେ ମହାମାରୀ କରୋନା ଭାଇରସ ସଂକ୍ରମଣ ଦୃତଗତିରେ ବଢିବାରେ ଲାଗିଛି । ଅନେକ ରାଜ୍ୟ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଗୁଜୁରାଟ ସରକାର ବି କରୋନା ସଂକ୍ରମଣକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ୧ ଏପ୍ରିଲରୁ ଗୁଜୁରାଟରେ ଅନ୍ୟ ରାଜ୍ୟରୁ ସେହି ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ, ଯାହା ପାଖରେ କରୋନାର ଆରଟି ପିସିଆର ନେଗେଟିଭ ରିପୋର୍ଟ ଥିବ ।
ଗୁଜୁରାଟରେ ହୋଲିର ଶୁଭ ଅବସରରେ ହୋଲିକା ଦହନ ପାଇଁ ଅନୁମତି ମିଳିବ । ମାତ୍ର ହୋଲି ଖେଳିବା ପାଇଁ ସମସ୍ତ ପ୍ରକାର ଆୟୋଜନ ଉପରେ ରୋକ ଲଗାଯାଇଛି । ହୋଲିକା ଦହନରେ ସୀମିତ ସଂଖ୍ୟାରେ ଲୋକ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking