ନିଟ୍ ପେପର ଲିକ୍ ମାମଲା ,ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନିଟ୍ ପେପର ଲିକ୍ ମାମଲା ଉପରେ ଶୁଣାଣି ଆରମ୍ଭ ହୋଇଛି। ଏନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହା ଏକ “ସାମାଜିକ ପରିଣାମ ଥିବାରୁ ନିଟ୍ ମାମଲାକୁ ପ୍ରାଥମିକତା ଦିଆଯିବ।ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ଆବେଦନକାରୀ ମାନଙ୍କ ଆଇନଜୀବୀ ମାନଙ୍କୁ କହିଛନ୍ତି ଏହି ଅନିୟମିତତା ଏବଂ ଲିକ୍ ବହୁ ପରିମାଣରେ ଘଟିଛି ତେଣୁ ପରୀକ୍ଷା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ବୋଲି ପ୍ରମାଣ … Continue reading ନିଟ୍ ପେପର ଲିକ୍ ମାମଲା ,ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ହେବ : ସୁପ୍ରିମକୋର୍ଟ