ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ, ନିଟ୍
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହେବ ନିଟ୍ ପ୍ରବେଶିକା ପରୀକ୍ଷା । ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ କେନ୍ଦ୍ର ସରକାର ଘୁଂଚାଇ ଦେଇଛନ୍ତି । ଉଭୟ ପରୀକ୍ଷା ସେପ୍ଟେମ୍ବରକୁ ଘୁଂଚାଇବାକୁ ନିଷ୍ପତି ନିଆଯାଇଛି । ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହେବ ବୋଲି ନିଷ୍ପତ୍ତି କରାଯାଇଥିବା ସୂଚନା ମିଳିଛି । ସେହିଭଳି … Continue reading ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ, ନିଟ୍
Copy and paste this URL into your WordPress site to embed
Copy and paste this code into your site to embed