43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗନିଟ୍ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି

ନିଟ୍ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି

ଭୁବନେଶ୍ୱର : ଆସନ୍ତା ୧୩ରେ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ବିଏମସି୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।୧୫ ହଜାର ଛାତ୍ରଛାତ୍ରୀ ରାଜଧାନୀର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।ଶନିବାର ଠାରୁ ୫ଟି ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ପିଲା ରହିବେ । ପ୍ରତି ରହଣି କେନ୍ଦ୍ରରେ ବିଶୋଧନ ବ୍ୟବସ୍ଥା ସହ ମେଡ଼ିକାଲ ଟିମ୍ ମଧ୍ୟ ରହିବେ । କେନ୍ଦ୍ର ବାହାରେ ମାଇକ୍ ଯୋଗେ ଭିଡ଼ ନିୟନ୍ତ୍ରଣ ପାଇଁ ସଚେତନ କରାଯିବ ।ପ୍ରସ୍ତୁତି ବୈଠକ ପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଆବେଦନ କରାଯାଇଥିଲେ ମଧ୍ୟ ପରୀକ୍ଷା ଘୁଞ୍ଚିନଥିଲା । ଗତ ୧ ଓ ୬ ତାରିଖରେ ଜେଇଇ ପରୀକ୍ଷା ହୋଇଥିବା ବେଳେ ୧୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏକ ବିଜ୍ଞପ୍ତି ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking