34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଫ୍ରାନ୍ସରେ ୯୬ ପ୍ରତିଶତ ଉଚ୍ଚ ବିଦ୍ୟାଳୟରେ ଅଛି କଣ୍ଡୋମ ଭେଣ୍ଡିଂ ମେସିନ

ଫ୍ରାନ୍ସରେ ୯୬ ପ୍ରତିଶତ ଉଚ୍ଚ ବିଦ୍ୟାଳୟରେ ଅଛି କଣ୍ଡୋମ ଭେଣ୍ଡିଂ ମେସିନ

ନୂଆଦିଲ୍ଲୀ: ଫ୍ରାନ୍ସରେ ପ୍ରାୟ ୯୬ ପ୍ରତିଶତ ଉଚ୍ଚ ବିଦ୍ୟାଳୟରେ କଣ୍ଡୋମ ଭେଣ୍ଡିଂ ମେସିନ ରହିଛି । ଏନେଇ ଉବରଫ୍ୟାକ୍ଟସ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛି । ୨୦୦୬ରେ ଜାରି ହୋଇଥିବା ସରକାରୀ ସର୍କୁଲାର ଅନୁସାରେ, ଉଚ୍ଚ ବିଦ୍ୟାଳୟ ଗୁଡିକ ଏସବୁକୁ ଇନଷ୍ଟଲ କରିବା ଉଚିତ ବୋଲି କୁହାଯାଇଥିଲା । ୟୁନାଇଟେଡ ଷ୍ଟେଟରେ ପବ୍ଲିକ ସ୍କୁଲରେ କଣ୍ଡୋମ ବଣ୍ଟନ ହେବା ଖବର ସାମ୍ନାକୁ ଆସିଛି । ତେବେ ଏହା ସାଧାରଣ କଥା ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking