ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା NCRBର ବିଚଳିତ କଲା ଭଳି ତଥ୍ୟ । ଦିନକୁ ନିଖୋଜ ହେଉଛନ୍ତି ୧ ହଜାର ୨୭୩ ମହିଳା । ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ । ମଣିପୁରରେ ୨ ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଛି । ସମସ୍ତେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ଦେଶରେ … Continue reading ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ