28.1 C
Bhubaneswar
Friday, March 29, 2024
Homeଓଡିଶାବେସାହାରା ହୁଅନ୍ତି ଦୁଇ ନାବାଳିକା ଝିଅ

ବେସାହାରା ହୁଅନ୍ତି ଦୁଇ ନାବାଳିକା ଝିଅ

ନୟାଗଡ : ଜିଲ୍ଲାର ଖଣ୍ଡପଡ଼ା ଅନ୍ତରର୍ଗତ ଖଣ୍ଡପଡ଼ା ତଳ ସାହି ରେ ବସବାସ କରନ୍ତି ରମେଶ ମହାନ୍ତି ଓ ତାଙ୍କ ପରିବାର l ସେହି ଖଣ୍ଡପଡ଼ା କାଦୁଆ ସାହି ରେ ବସବାସ କରନ୍ତି ସୋମନାଥ ମହାନ୍ତି ଙ୍କ ପରିବାର l 2010ମସିହା ର ପୂର୍ବ ଘଟଣା ବଳି l ରମେଶ ମହାନ୍ତି ଙ୍କ କନ୍ୟାସସ୍ମିତା ମହାନ୍ତି ଓ ସୋମନାଥ ମହାନ୍ତି ଙ୍କ ପୁତ୍ର ସଚିରଞ୍ଜନ ମହାନ୍ତି l ସଚି ଓ ସସ୍ମିତା ଙ୍କ ମଧ୍ୟ ରେ ଗଢି ଉଠେ ପ୍ରେମ ସମ୍ପର୍କ l ଉଭୟ, ଉଭୟ ଙ୍କୁ ଭଲ ପାଇ ବସନ୍ତି l ତାପରେ ଆରମ୍ଭ ହୁଏ ଦୁଇ ଜଣଙ୍କର ଲଭଷ୍ଟୋରୀ l ପରିବାର ଉଭୟ ପକ୍ଷ ଦୁଇ ଜଣକ ସମ୍ପର୍କ ଜାଣିସାରିବା ପରେ ପରିବାର ସଂମତି କ୍ରମେ 10-2-2010ରିଖ ରେ ମା’ ଭୁଆ ଶୁଣି ମନ୍ଦିର ଭୁବନେଶ୍ୱର ରେ ବୈଦିକ ରୀତି ଅନୁଯାଇ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ ହେବାସହ କୋଟ ବିବାହ ମଧ୍ୟ ହୁଏ l  କିଛିଦିନ ହସ ଖୁସି ର ସଂସାର ଚଳିବା ପରେ ସଚି ଓ ସସ୍ମିତା ଙ୍କ କୋଳ ମଣ୍ଡନ କରନ୍ତି ସ୍ଵାତିପ୍ରଜ୍ଞା,ପରେ ସୁଶ୍ରୀ ଶିବାଙ୍ଗି, ଦୁଇ ଝିଅ ଙ୍କୁ ପାଇ ହସ ଖୁସି ସଂସାର ରଥ ଚାଲୁଥିବା ବେଳେ ହଠାତ ଝଡ଼ ମାଡିଆସେ l ସଚି ଓ ସସ୍ମିତା ଙ୍କ ଜୀବନରେ,ସମ୍ପର୍କ ସୁତା ଖିଅ ରେ ଝୁଲୁଥିବା ବେଳେ ଦୁହେଁ ଅଲଗା ହୁଅନ୍ତି l ବେସାହାରା ହୁଅନ୍ତି ଦୁଇ ନାବାଳିକା ଝିଅ l ଘଟଣା କ୍ରମରେ ସଚି ଜଣେ ସିନିୟର ଟାଇପିଷ୍ଟ, କୋଟ ରେ କାମ କରନ୍ତି l ନିୟତି ର ଗତି ରେ ଦୁଇ ନାବାଳିକା ଝିଅ, ଓ ସାତ ସୁରରେ ବନ୍ଧା ହୋଇ ଥିବା ଜୀବନସାଥୀ ସସ୍ମିତା ଙ୍କୁ ପରକରି କିଛି ନକହି ସସ୍ମିତା ଙ୍କ ସହ ସମ୍ପର୍କ ନରଖି ଆଉ କାହାକୁ ଜୀବନ ସାଥି କାରି ଅଲଗା ସ୍ଥାନ ରେ ରହୁଛନ୍ତି l, ସଚି ଙ୍କର କିଛି ଖବର ନଥିଲା ବେଳେ, ଚାହିଁ ରଥିବା ସସ୍ମିତା ବିଶେଷ ସୂତ୍ର ରୁ ଖବର ପାଇ ସଚି ଖୋର୍ଦ୍ଧା ରେ ରହୁଥିବା ଜାଣି ପାରି ସେଠାରେ ସ୍ୱl ମୀଙ୍କୁ ଦେଖିବାପାଇଁ ପହଁଚି ଥିଲେ l କିନ୍ତୁ ତାଙ୍କୁ ଦେଖିବାକୁ ପାଇନଥିଲେ l ଦେଖିବାକୁ ପାଇ ଥିଲେ ସଚିଙ୍କ ଜୀବନରେ ଆସିଥିବା ଆଉ ଜଣକୁ l ସେତେବେଳେ ତାଙ୍କ ନଜର ଆସିଥିଲା ସଚି ଙ୍କ ଡ୍ରେସ ଉପରେ l ଡ୍ରେସ କୁ ଦେଖି ସସ୍ମିତା ଫେରି ଆସି ସଚି ସେଠାରେ ଥିବା ଜାଣିପାରିଥିଲେ l ସସ୍ମିତା ଆସି ସ୍ୱାମୀ ସଚିଙ୍କ ନାମରେ ଫାମିଲି କୋଟରେ ଏତଲା ଦାୟର କରିଛନ୍ତି lଏ ବିଷୟ ନେଇ ଖଣ୍ଡପଡ଼ା ଥାନା ଭାରପ୍ରlପ୍ତ ଅଧିକାରୀଙ୍କୁ ସସ୍ମିତା ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଫାମିଲି କୋଟରେ ପହଁଚି ସସ୍ମିତା ସ୍ୱାମୀ ସଚିଙ୍କ ନାମରେ ଏତଲା ଦାୟର କରିଥିବା ବେଳେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking