39.1 C
Bhubaneswar
Wednesday, April 24, 2024
Homeଅପରାଧଗାଁ ସଭା ପତିଙ୍କ ଦବଂଗ ଗିରି

ଗାଁ ସଭା ପତିଙ୍କ ଦବଂଗ ଗିରି

 
ନୟାଗଡ -ଜିଲ୍ଲା ର ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ଫାଣ୍ଡି ର ବ୍ରଜସୁନ୍ଦରପୁର ଗାଁ, ତରଙ୍ଗ ର ଲହରୀ ପରି ଖେଳି ଯାଇଛି କଙ୍ଗାରୁ କୋର୍ଟ | ଦବଂଗଗିରି ଚଳେଇଚନ୍ତି ଗାଁ ସଭାପତି ଭଗବାନ ସାହୁ, ଓ ଗ୍ରାମର କିଛି ବ୍ୟକ୍ତି |, କିଛି କାରଣ ନ ଥାଇ ଚଲାଇଛନ୍ତି ରାଜୁତି |, ସ୍ୱୀକାର କଲେ ମିଳୁଛି ମୁକ୍ତି, ଅଶ୍ୱିକାର କଲେ ମିଳୁଛି ନାନା ନିର୍ଯ୍ୟାତନା, କଠୋର ଦଣ୍ଡ, ଜୋରିମାନା | ଏପରି ଦଣ୍ଡ ନକହିଲେ ନସରେ, ଯlହା ଘଟିଛି, ମାଟିଆଣି ଦାଶ ତାଙ୍କ ସ୍ୱାମୀ -ଦୀନବନ୍ଧୁ ଦାଶ ଙ୍କ କ୍ଷେତ୍ର ରେ |
ଘଟଣା କ୍ରମ -ମାଟିଆଣି ଦାଶ, ସ୍ୱାମୀ ଦୀନବନ୍ଧୁ ଦାଶ ବସବlସ କରନ୍ତି ବ୍ରଜସୁନ୍ଦର ପୁର ଗାଁ ରେ |, ମାଟିଆଣି ଦାଶ, କବିତା ସାହୁ, ଉର୍ମିଳା ସlହୁ, ଆଉ ଗ୍ରାମର କିଛି ମହିଳା ମିଶି ଏକ ମହିଳା ସ୍ୱୟଂ ସ ହା ୟ କ ସଙ୍ଘ ଗଠନ କରି ଥିଲେ | କିଛି କାରଣ ନଥାଇ କା କଥା କୁ ଭ୍ରୁକ୍ଷେପ ନ କରି ମନେ ମନେ ସମାଧାନ କରନ୍ତି ସଭାପତି ଓ ତାଙ୍କ ଲୋକ |, ଯାହା ନିର୍ଦେଶ ଦେଇ ଥାନ୍ତି ସେଇୟଲ ହୋଇଥାଏ | ବହୁ ଦିନ ତଳେ ଏ ପରି ଘଟିଥିଲା କବିତା ସାହୁ ଙ୍କ ପକ୍ଷ ରେ |, ତାଙ୍କୁ ନିଆଁ, ପାଣି ବାସନ୍ଦ କରି ଏକଘରିକିଆ କରି ଥିଲେ, | ସେ କାଳୁ ଏକ ଘରିକିଆ ରହି ଆସୁଥିଲେ |

, ଏ ବେ କିଛି ଦିନ ତଳେ ଘଟି ଛି ମାଟିଆଣି ଦାଶ ଙ୍କ କ୍ଷେତ୍ର ରେ | ତାଙ୍କୁ ଏ କ ଘରି କିଆ କରି, କଣ୍ଟାବାଡ ପକେଇ 5000ଟଙ୍କା ଜୋରିମାନା କରି ସାରିବା ପରେ, ମନ ବୁଝି ଲାନି ଜେ, ତାଙ୍କ ସ୍ୱାମୀ ଯାହାଙ୍କ ବୟସ 80ବର୍ଷ ରୁ ଉର୍ଦ୍ଧ, ତାଙ୍କୁ ହଣ୍ଡା ରେ ପାଣି ଭ ର୍ତି କରି ମୁଣ୍ଡରେ ମୁଣ୍ଡlଇ ଗାଁ ସା ରା ବୁଲାଇଲେ | କଷ୍ଟ ସହ୍ୟ କରିନପାରି ମାଟିଆଣି ଦାସ ପୋଲିସ କୁ ଜଣାଇ ଥିଲେ |, ଧୀରେ ଧୀରେ ଭାଇରଲ ହୋଇ ଥିଲା ସଭା ପତି ଙ୍କ କଳା କାର ନାମା | ପୋଲିସ ପହଂଚି ଲା ବେଳକୁ କିଛି ନଥିଲା | କାରଣ ଥିଲା ମାଟିଆଣି ଦାସ ଙ୍କ କ୍ଷେତ୍ର ରେ ସେ କାହିଙ୍କି ଏ କ ଘରି କିଆ ଥିବା କବିତା ସାହୁ ଙ୍କ ଘରକୁ ଉର୍ମିଳା ସାହୁ ଙ୍କ ଦ୍ୱାରା ଶୋସାଇ ଟି ଟଙ୍କା ପଠାଇଥିଲେ |, ଏ ସବୁ ପରେ ମାଟିଆଣି ଙ୍କୁ ଧମକ ମିଳୁଛି ଜୀବନରୁ ମାରି ଦେବା ପାଇଁ | ଧମକ ପରେ ମାନସିକ ନିର୍ଯ୍ୟାତନା ସହ୍ୟ ନକରି ଭ ୟ ରେ ଗାଁ ଛାଡି ଅନ୍ୟତ୍ର ରହୁ ଛନ୍ତି | ଭୟ ରେ କାଳତିପାତ କରୁଥିବାବେଳେ ଏ ଦମ୍ପତି କାକୁତି ମିନତୀ ହୋଇ ନ୍ୟାୟ ପା ଇ ବା ପାଇଁ ମହୀପୁର ଫାଣ୍ଡି ରେ ଏ ତ ଲା ଦାୟ ର କରି ପ୍ରଶାସନ ପାଖରେ ଆଶା ବାନ୍ଧି ଛନ୍ତି | ଦୋଷୀ କୁ ଉଚିତ ଦଣ୍ଡ ଦିଆ ଯାଇ ଉଚିତ ନ୍ୟାୟ ମିଳୁ ବୋଲି କହିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking