ଛତିଶଗଡ ଗୃହମନ୍ତ୍ରୀଙ୍କୁ ନକ୍ସଲଙ୍କ ଚିଠି

ରାୟପୁର: ଛତିଶଗଡ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡିଶାର କିଛି ନକ୍ସଲ ସଂଗଠନର ଚିଠି ଲେଖିଛନ୍ତି । ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଆତ୍ମସମର୍ପଣ ପାଇଁ ଚାହୁଁଥିବା ନକ୍ସଲ ସଂଗଠନ ବିବିଏମ ପକ୍ଷରୁ ସୂଚନା ଦିଆଯାଇଛି । ଆତ୍ମସମର୍ପଣ କଲେ ସୁରକ୍ଷା ପ୍ରଦାନ କରିବାକୁ ନକ୍ସଲ ଦାବି କରିଛନ୍ତି । ମାର୍ଚ୍ଚ ୧/ ୨ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ନେଇ ନକ୍ସଲ ସଂଗଠନ ସୂଚନା ଦେଇଛନ୍ତି । ଓଡିଶା କିମ୍ବା ଛତିଶଗଡ … Continue reading ଛତିଶଗଡ ଗୃହମନ୍ତ୍ରୀଙ୍କୁ ନକ୍ସଲଙ୍କ ଚିଠି