31.1 C
Bhubaneswar
Friday, March 29, 2024
Homeଓଡିଶାବିଜେଡ଼ି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ

ବିଜେଡ଼ି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର : ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେଠାରେ ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ଆଜି ନବୀନ ପଟ୍ଟନାୟକ ନାମାଙ୍କନ ଭରିଥିବା ବେଳେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ବି ନାମାଙ୍କନ ଭରିଛନ୍ତି । ଆସନ୍ତା ୨୬ରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା ହେବ ବୋଲି ସୂଚନା ମିଳିଛି। ଲଗାତର ଚଳିତ ବର୍ଷ ସେ ଅଷ୍ଟମ ଥର ପାଇଁ ଦଳର ସଭାପତି ହେବେ। କାର୍ଯ୍ୟକାରୀଣୀ ସଦସ୍ୟ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି।
https://onakhabar.com/2020/02/22/bjp-criticized-bjd-on-language-issue/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking