ନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ

ଭୁବନେଶ୍ୱର: ଦଳ ବଦଳ ପ୍ରସଙ୍ଗରେ କଡା ଉତ୍ତର ଦେଲେ ବିଧାୟକ ସୌମ୍ୟରଞ୍ଜ ପଟ୍ଟନାୟକ । କାହିଁକି ବାରମ୍ବାର ଦଳ ବଦଳାଉଛନ୍ତି ପ୍ରଶ୍ନରେ ସୌମ୍ୟଙ୍କ ଉତ୍ତର । ମତ ପରିବର୍ତ୍ତନ ଏକ ସ୍ୱାଭାବିକ୍ ପ୍ରକ୍ରିୟା ବୋଲି କହିଲେ ସୌମ୍ୟ । ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି । ୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା ତାପରେ ଭୋଟ୍ ବେଳକୁ କଣ ହେଲା? ପରବର୍ତ୍ତିତ ପରିସସ୍ଥିତିରେ ପରିବର୍ତ୍ତିତ ମତ ଆଉ ମତ ପରିବର୍ତ୍ତନ ହେଉଛି … Continue reading ନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ