40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆଜି ମହାପ୍ରଭୁଙ୍କ ନବାଙ୍କ ବେଶ

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ

ପୂରୀ : ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବାଙ୍କ ବେଶରେ ସୁସଜ୍ଜିତ ହେବେ । ଠାକୁରଙ୍କ ଶରୀରରୁ ରତ୍ନ ସିଂହାସନ ପର୍ଯ୍ୟନ୍ତ ଗେଣ୍ଡୁ ଫୁଲର ମାଳରେ ସଜ୍ଜିତ କରାଯିବ । ଆଜି ଦିନରେ ବଡ଼ସିଂହାର ବେଶରେ ପ୍ରଭୁଙ୍କୁ ସଜା ଯାଉଥିବା ଚିତା , ଗୁଣା, କର ପଲ୍ଲବ ଓ ଅଧର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ କରାଯାଇଥାଏ । ତେବେ ସବୁଦିନ ୪ ରୁ ୫ ଟି ମାଳ ଲଗାଯାଉଥିଲେ ମଧ୍ୟ ନବାଙ୍କ ବେଶରେ ୧୦ରୁ ୧୫ ଟି ମାଲ ଲାଗି ହୋଇଥାଏ । ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟକାହାଣୀ ରହିଛି । ବଡ଼ ସିଂହାର ଭୋଗ ପରେ ମଦନ ମୋହନ ଦକ୍ଷିଣ ପଟୁ ବିଜେ କରି ରତ୍ନ ସିଂହାସନକୁ ଆସିଥାନ୍ତି ।

ଏହି ଉତ୍ସବ ମକର ସଂକ୍ରାନ୍ତିର ଠିକ ପୁର୍ବ ଦିନ କରାଯାଇଥାଏ । ଏହାସହ ଚାଉଳ ମେଲାଣ ଓ ଫୁଲ ମେଲାଣ ମଧ୍ୟ କରାଯାଇଥାଏ ।
ଆଜି ସଂନ୍ଧ୍ୟା ଧୂପ ପରେ ଏହି ନିତୀ କାନ୍ତି ଆରମ୍ଭ ହେବ ଓ ଏହି ସମୟରେ ବଡ଼ ମଠରେ ପ୍ରସ୍ତୁତ କରାଯିବା ବିଶେଷ ଗେଣ୍ଡୁ ମାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking