34.1 C
Bhubaneswar
Friday, March 29, 2024
Homeଓଡିଶାନବରଙ୍ଗପୁରକୁ ବ୍ୟାପିଲା ଝାଡ଼ାବାନ୍ତି, ହଇଜାରେ ଜଣେ ମୃତ

ନବରଙ୍ଗପୁରକୁ ବ୍ୟାପିଲା ଝାଡ଼ାବାନ୍ତି, ହଇଜାରେ ଜଣେ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ। ପାପଡ଼ାହାଣ୍ଡି ବ୍ଲକ ମୈଇଦଲପୁର ପଞ୍ଚାୟତର ତୁଳସୀପଦର ଗାଁରେ ବ୍ୟାପିଲା ଝାଡ଼ାବାନ୍ତି। ହଇଜାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହଇଜାରେ ପ୍ରାଣ ହରାଇଥିବା ମୃତକ ଜଣକ ହେଲେ ୬୦ ବର୍ଷୀୟ ରହି ସାନ୍ତା।

ସୂଚନାନୁଯାୟୀ, ତୁଳସୀପଦର ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ କରିବା ସହ ପରିସ୍ଥିତି ଉପରେ ନଜର ରଖିଛି। ତେବେ ମୈଇଦଲପୁରରେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜୁଛି ସ୍ଵାସ୍ଥ୍ୟ ବିଭାଗର ଟିମ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking