ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ପ୍ରତ୍ନତତ୍ତ୍ୱ ବିଭାଗକୁ ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କିତ ମାମଲାରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ବିବରଣୀ ବିସ୍ତୃତ ଭାବେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ବିଭାଗକୁ ଆଦେଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମାମଲାର ଶୁଣାଣିବେଳେ କଣ ପାଇଁ ୨୦୧୭ ମସିହାରୁ ନାଟମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇନାହିଁ ସେ ନେଇ ହାଇକୋର୍ଟ ଅସନ୍ତୋଷ … Continue reading ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ପ୍ରତ୍ନତତ୍ତ୍ୱ ବିଭାଗକୁ ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ