ଏପ୍ରିଲ ୩୦ରେ ସରିବ ନାଟମଣ୍ଡବ ମରାମତି

କଟକ: ହାଇକୋର୍ଟରେ ଶ୍ରୀମନଦିର ଜଗମୋହନ, ନାଟମଣ୍ଡପ ମରାମତି ମାମଲା । ୧୦ ତାରିଖରେ ବିମ୍ ଡିଜାଇନ୍ ଚୂଡାନ୍ତ ହୋଇଥିବା ଜଣାଇଲେ ଆମିକସକ୍ୟୁରି । ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି ି । ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଜେପି ମୋର୍ଚ୍ଚା ପ୍ରଭାରୀ