38.1 C
Bhubaneswar
Tuesday, April 23, 2024
Homeଓଡିଶା୩୫ ଜଣଙ୍କ ନିକଟରେ ନାହିଁ କରୋନା ଲକ୍ଷଣ

୩୫ ଜଣଙ୍କ ନିକଟରେ ନାହିଁ କରୋନା ଲକ୍ଷଣ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂପର୍କରେ ଆଜି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ପ୍ରଦାନ କରିଛନ୍ତି । ସେ ଏହାକୁ ନେଇ କହିଛନ୍ତି, ପୂର୍ବରୁ ୨ ଜଣ ଡିସଚାର୍ଜ ହୋଇଥିଲେ, ଆଉ ଏବେ ୧୦ ଜଣ ଡିସଚାର୍ଜ ହୋଇଛନ୍ତି । ବାକି ରହିଯାଇଥିବା ୩୭ଟି କେସରୁ ୩୫ରେ କୌଣସି ଲକ୍ଷଣ ନଥିବା ସେ କହିଛନ୍ତି । କେବଳ ଦୁଇ ଜଣଙ୍କୁ ଛାଡି ଅନ୍ୟ ୩୫ ଜଣଙ୍କୁ ହସ୍ପିଟାଲ କେୟାର ଦରକାର ନାହିଁ ବୋଲି ସେ ସୂଚନା ଦେଇଛନ୍ତି । କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ୩୫ ଜଣଙ୍କ ଠାରେ ଆଉ ନାହିଁ । କିଛି ଲକ୍ଷଣ ନଥିଲେ ବି ପଜିଟିଭ ମିଳିଥିବାରୁ ଆମେ ହସ୍ପିଟାଲ ଆଣିଥିଲୁ । ସେମାନେ ସମସ୍ତେ କିଛି ଦିନ ମଧ୍ୟରେ ଡିସଚାର୍ଜ ହେବା ଆଶା ରହିଥିବା ସେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking