ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ , ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା। ଅନୁଷ୍ଠିତ ହୋଇ ଥିଲା ଏହି ଦିନ ସୃଷ୍ଟିର ପ୍ରଥମ ସୂର‌୍ୟ୍ୟୋଦୟ ହୋଇଥିଲା। ରାଷ୍ଟ୍ରବ୍ୟାପୀ ମହତ୍ୱପୂର୍ଣ୍ଣ ଘଟଣା ଭାବରେ ଏହି ଦିନ ବିଖ୍ୟାତ ଅଟେ।ଆଜି ଏହି ରାଷ୍ଟ୍ରୀୟ ପର୍ବ ଭାରତର ଘରେ ଘରେ ଆଦୃତ ହେବାରେ ଲାଗିଛି। ଏଥିପାଇଁ ଯଦି କାହାକୁ ଶ୍ରେୟଭାଗୀ କରାଯାଏ, ତେବେ ତାହା ହେଉଛି ସଂଘର ରାଷ୍ଟ୍ରୀୟ ବିଚାର, ଯାହା ଆତ୍ମବିଶ୍ବାସହୀନତାରେ ସଢୁଥିବା ହିନ୍ଦୁ ସମାଜକୁ ନୂତନ ସଞ୍ଜିବନୀ … Continue reading ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା