ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ

ଭୁବନେଶ୍ୱର : ସବୁଆଡେ ଲାଞ୍ଚ ଓ ଦୁର୍ନୀତି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ସିଡିପିଓ । ନନ୍ଦପୁର ସିଡିପିଓ ସିଗ୍ଧାରାଣୀ ମିଶ୍ରଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ । ନିଜ ଅଫିସରେ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଡିପିଓ ଧରାପଡିଛନ୍ତି । ତେବେ ଜଣେ ଠିକାଦାରଙ୍କର ବିଲ୍ କରାଇଦେବାକୁ କହି ସିଡିପିଓ ଲାଞ୍ଚ ନେଉଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ସିଡ଼ିପିଓଭିଜିଲାନ୍ସ ହାତରେ ଧରା ପଡିଲେ । ଏକ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟ୍ରାପ କରିଥିବା ସୂଚନା । ଭିଜିଲାନ୍ସ ହାତରେ ସରକାରୀ ବାବୁଆଣି । ଲାଞ୍ଚ ନେବାବେଳେ ଧରାପଡିଲେ ନନ୍ଦପୁର ସିଡ଼ିପିଓ ସ୍ନିଗ୍ଧା ରାଣୀ ମିଶ୍ର ବିଲ କରାଇବା କହି ଲକ୍ଷେ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଦୁର୍ନୀତି ନିବାରଣ ସପ୍ତାହ ରେ ଜୟପୁର ଭିଜିଲାନ୍ସ କୁ ସଫଳତା ।

LEAVE A REPLY

Please enter your comment!
Please enter your name here