ଭାରତୀୟ ସେନାରେ ସାମିଲ ହେଲା ନାଗାସ୍ତ୍ର-୧

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହୋଇଛି ଡ୍ରୋନ ନାଗାସ୍ତ୍ର-୧। ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜରେ ସ୍ୱତନ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଆତ୍ମଘାତୀ ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯିବା ପରେ ଏହାର ସଫଳ ପରୀକ୍ଷଣ ହୋଇଛି।ପ୍ରଥମ ପର୍ୟ୍ୟାୟରେ ୧୨୦ଟି ନାଗାସ୍ତ୍ର-୧ ଭାରତୀୟ ସେନାକୁ ମିଳିଛି। ସେନା ପକ୍ଷରୁ ଏହାକୁ ସୁଇସାଇଡ ଡ୍ରୋନ କୁହାଯାଉଛି। ସେନାକୁ ମୋଟ ୪୫୦ ନାଗାସ୍ତ୍ର ମିଳିବ ବୋଲି ନିଷ୍ପତ୍ତି ହୋଇଛି। ସ୍ଥଳ ସେନାରେ ସାଇଲେଣ୍ଟ କିଲର ନାଗାସ୍ତ୍ର-୧ ସାମିଲ ହେବା ଦ୍ୱାରା ବାହ୍ୟଶତ୍ରୁ … Continue reading ଭାରତୀୟ ସେନାରେ ସାମିଲ ହେଲା ନାଗାସ୍ତ୍ର-୧