34.1 C
Bhubaneswar
Friday, March 29, 2024
Homeଓଡିଶାନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ

ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ଗୁପ୍ତନୀତି ପରେ ସାହାଣମେଲା ନୀତିର ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଏହା ସହ କାର୍ତ୍ତିକ ମାସରେ ଅଳ୍ପସଂଖ୍ୟକ ଭକ୍ତଙ୍କୁ ଶ୍ରୀମନ୍ଦିର ଛାଡିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ସେଥିପାଇଁ ପୁରୀ ଶ୍ରୀ ମନ୍ଦିର ନ ଖୋଲିବା ପାଇଁ ନିଷ୍ପତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking