୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ: ନଡ୍ଡା

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍କୁ ନେଇ ବିତର୍କ ଜାରି ରହିଛି । ଶାସକ ବିଜେପି ଏହି ବିଲ ଉପରେ ଚର୍ଚ୍ଚା ପାଇଁ ୧୪ ସାଂସଦଙ୍କ ଏକ ଟିମ୍ ପ୍ରସ୍ତୁତ କରିଛି । କିଛି ମନ୍ତ୍ରୀ ବି ଏହି ବିତର୍କରେ ଭାଗ ନେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତ କିଛି ଦେଶ ମହିଳା ଅଧିକାର ପାଇଁ ସଂଘର୍ଷ କରୁଥିବାବେଳେ ଭାରତ ସେସବୁରୁ ବହୁତ ଆଗରେ । ଆମର ୧୨ ମହିଳା ୧୨ ରାଜ୍ୟର … Continue reading ୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ: ନଡ୍ଡା