27.1 C
Bhubaneswar
Thursday, March 28, 2024
Homeଓଡିଶାବିଜେଡି ମୁକ୍ତ ଓଡିଶା ଆହ୍ୱାନ ଦେଲେ ନଡ୍ଡା

ବିଜେଡି ମୁକ୍ତ ଓଡିଶା ଆହ୍ୱାନ ଦେଲେ ନଡ୍ଡା

ଭୁବନେଶ୍ୱର : ଓଡିଶାକୁ ବିଜେଡି ମୁକ୍ତ କରିବାକୁ ଆହ୍ୱାନ ଦେଲେ ଜେପି ନଡ୍ଡ । ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଆହ୍ୱାନ । ବିକଶିତ ଭାରତ ଦେଖିବାର ଅଛି ତ ବିକଶିତ ଓଡିଶା ବି ଦେଖିବା । ବିକଶିତ ଓଡିଶା ଦେଖିବାର ଅଛି ତ ଓଡିଶାକୁ ବିଜେଡି ମୁକ୍ତ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଠାପ୍ପା ନେଇ ବର୍ଷିଲେ ।କାମ କରୁଛି ଜଣେ , ବାହାବା ନେଉଛି ଆଉ ଜଣେ ବୋଲି କହିଲେ ନଡ୍ଡା । ଏସବୁ କଥା କୁ ଆମେ ସାଧାରଣ ଲୋକଙ୍କ ପାଖରେ ପହଁଚାଇବୁ । ଏଠାରେ ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଏ ରକ୍ଷକ ରୂପି ଭକ୍ଷକଙ୍କୁ ଛୁଟି ଦେବାର ଅଛି ବୋଲି କହିଲେ ନଡ୍ଡା ।

ମହାପ୍ରଭୁଙ୍କୁ ଦର୍ଶନ କଲେ ଜେପି ନଡ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking