27.1 C
Bhubaneswar
Thursday, April 25, 2024
Homeଓଡିଶାକ୍ରୀଡା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଶାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତରେ ବିଜେଡ଼ି ବଜେପି ମୁହାଁ ମୁଁହିଁ

କ୍ରୀଡା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଶାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତରେ ବିଜେଡ଼ି ବଜେପି ମୁହାଁ ମୁଁହିଁ

ନବରଙ୍ଗପୁର : କ୍ରୀଡା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଶାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତରେ ବିଜେଡ଼ି ବଜେପି ମୁହାଁ ମୁଁହିଁ । ମନ୍ତ୍ରୀ ତୁଶାରକାନ୍ତି ବେହେରା ଉମରକୋଟରୁ ଦଳୀୟ କାର୍ଯ୍ୟକ୍ରମ ଶେଷ କରି ରାଇଘର ଯାଉଥିବା ସମୟରେ ଉମରକୋଟ ନୂତନ ବସ ଷ୍ଟାଣ୍ଡ ନିକଟରେ କେତେକ ବଜେପି କର୍ମୀ କଳା ପତାକା ଉଡାଇଥିଲେ ତେବେ ଏହା କୁ ବିଜେଡ଼ି କର୍ମୀ ବିରୋଧ କରି ମୁହାଁମୁହିଁ । ହୋଇବଧସ୍ତାଧସ୍ତି ହୋଇଥିଲେ ଉମରକୋଟ ପୋଲିସ ଘଟଣାସ୍ଥଳରୁ ୩ ବିଜେପି କର୍ମୀଙ୍କୁ ଉଦ୍ଧାର କରି ଉମରକୋଟ ଥାନାରେ ଅଟକ ରଖିଛନ୍ତି. ସେହିପରି ରାଇଘରରେ ମଧ୍ୟ ମନ୍ତ୍ରୀଙ୍କ ଗ୍ରସ୍ତରେ ବଜେପି କର୍ମୀମାନେ କଳା କପଡା ଦେଖାଇଥିଲେ ଯାହାଫଳରେ ସେଠାରେ ମଧ୍ୟ ବଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲେ । ରାଇଘର ପୋଲିସ ପହଂଚି ଘଟଣାକୁ କାବୁ କରିଥିଲେ ଓ ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking