‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା; ବଦଳିବ ୭ କଲେଜର ଚେହେରା; ବିକାଶ ପାଇଁ ୩.୧୨ କୋଟି ମଞ୍ଜୁର

ଭୁବନେଶ୍ୱର:ରାଜ୍ୟରେ ବଦଳିବାକୁ ଯାଉଛି ୭ଟି ବଡ଼ ବଡ଼ କଲେଜର ଚେହେରା । କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ହେବ । କେଉଁଠି ସ୍ମାର୍ଟଶ୍ରେଣୀଗୃହ ତିଆରି ହେବ ତ କେଉଁଠି ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ ଖର୍ଚ୍ଚହେବ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା । ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ୭ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଛି । ‘ମୋ କଲେଜ’ ଅଧ୍ୟକ୍ଷ … Continue reading ‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା; ବଦଳିବ ୭ କଲେଜର ଚେହେରା; ବିକାଶ ପାଇଁ ୩.୧୨ କୋଟି ମଞ୍ଜୁର