30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କଲେ ହତ୍ୟା

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କଲେ ହତ୍ୟା

ନୟାଗଡ଼ : ବିଳମ୍ବିତ ରାତିରେ ଘଟିଯାଇଛି ହତ୍ୟାକାଣ୍ଡ ।ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ମାଳିସାହିରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ହତ୍ୟାର କାରଣ ଅଷ୍ପଷ୍ଟ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ତାଙ୍କୁ କିଛି ଲୋକେ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି । ଏନେଇ ଇଟାମାଟି ଥାନାରେ ଅଭିଯୋଗ କରାଯାଇଛି ।

ରାସ୍ତା କଡରେ ପଡିରହିଛି ରକ୍ତ ଜୁଡୁବୁଡୁ ମୃତ ଦେହ ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା । ମୃତକ ସ୍ଥାନୀୟ ଅଚଂଳର କ୍ଷେତ୍ର ମହାପାତ୍ର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଚିଂ ଆରମ୍ବ କରିଛି ତଦନ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking