40.1 C
Bhubaneswar
Wednesday, April 24, 2024
Homeଅପରାଧଗୁଟଖା ନଦେବାରୁ ଦୋକାନୀଙ୍କୁ ଗୁଳି କରି ହତ୍ୟା

ଗୁଟଖା ନଦେବାରୁ ଦୋକାନୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଗୁଟଖା ମାଗିବାରୁ ନେଦାବରୁ ଦୋକାନୀଙ୍କୁ ଗୁଳି କରି ହତ୍ୟା । ଏପରି ଲୋମହର୍ଷଣକାରୀ ଘଟଣା ବିନ୍ଧ୍ୟାଂଚଳ କୋତବାଲୀ ଅଂଚଳରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ସୂଚନା ଅନୁସାରେ, ସେଠାରେ ଥିବା ଏକ ଦୋକାନରେ ଶନିବାର ରାତି ପ୍ରାୟ ୯ଟା ସମୟରେ ତିନି ଜଣ ଏକ ବାଇକରେ ଆସି ଉକ୍ତ ଦୋକାନୀଙ୍କୁ ଗୁଟଖା ମାଗିଥିଲେ । ମାତ୍ର ଗୁଟଖା ନଥିଲା । ଆଇ ସେ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଦୁବୃତମାନେ ଦୋକାନୀଙ୍କୁ ଗୁଳିମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପରିବାର ଲୋକେ ଖବର ପାଇ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟମା ସଂପର୍କରେ ପଚାରି ବୁଝିଥିଲା । ବର୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/04/12/massive-earthquake-tremors-jolt-delhi-ncr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking