କିଏ ସେଇ ଯୁବତୀ ? ଯାହା ପାଇଁ ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର:  ଅଶାନ୍ତ ହୋଇପଡ଼ିଛି ରାଜଧାନୀ । କଥାକଥାକେ ଛୁରା, ଭୁଜାଲି ବୁଲୁଛି । କିଛିଦିନର ନୀରବତା ପରେ ପୁଣି ରକ୍ତ ଛିଟା ପଡ଼ିଛି । ସାମାନ୍ୟ କଥା କଟାକଟି ଓ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଛୁରାରେ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଗାଡ଼କଣର ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ(୧୯) । ଏଥିସହ ଆହତମାନେ … Continue reading କିଏ ସେଇ ଯୁବତୀ ? ଯାହା ପାଇଁ ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ